ଓଟିଡିସି ପକ୍ଷରୁ ପେପର ପ୍ଲେଟ ମେସିନ୍ ପ୍ରଦାନ।

ବୋଲଗଡ଼,୧୨/୦୫(ପିପିଟି): ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ବିଶ୍ୱ ନାଥପୁର ଓ ଅନନ୍ତାପଲ୍ଲୀ ଗ୍ରାମର ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଓ ଟି ଡି ସି ପକ୍ଷରୁ ପେପର ପ୍ଲେଟ ମେସିନ୍ ପ୍ରଦାନ କରାଯାଇଥିଲା। ଏଥିରେ ଓ ଟି ଡି ସି ଶ୍ରୀମୟୀ ମିଶ୍ର,ବିଜେଡି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ, ମିସନଶକ୍ତି ର ଉପଦେଷ୍ଟା ଲୋପ ମୁଦ୍ରା ବକ୍ସି ପାତ୍ର, ବିଜେଡି ରାଜ୍ୟ ସମ୍ପାଦିକା ସ୍ୱରାଜ ଲକ୍ଷ୍ମୀସାଗର ଓ ଗୋପାଳପୁର ପଞ୍ଚାୟତର ସରପଞ୍ଚ ପ୍ରଦୀପ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment