ଉଠା ଦୋକାନୀଙ୍କୁ ସହାୟତା ରାଶି ବଣ୍ଟନ କଲେ ବିଧାୟକ।

ବୁଗୁଡା,୧୯/୦୬(ପିପିଟି); ବୁଗୁଡା ଏନ୍ଏସି କଲ୍ୟାଣ ମଣ୍ଡପ ଠାରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠା ଦୋକାନୀ ମାନଙ୍କ ପାଇଁ ଘୋଷଣା କରିଥିବା ଆର୍ଥିକ ସହାୟତା ରାଶିକୁ ବଣ୍ଟନ କରିଛନ୍ତି। ବୁଗୁଡା ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ।

Comments (0)
Add Comment