ଯାଜପୁର,୧୧/୦୧(ପିପିଟି) : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ର ବିଭିନ୍ନ ଅଂଚଳରେ ଉଛେଦ ହୋଇଥିବା କ୍ରସର ଗୁଡିକୁ କ୍ଲସ୍ଟର କରାଇ ବସାଇବା ପାଇଁ ପ୍ରସ୍ତୁତି ଉପସ୍ଥିତ ଅଛନ୍ତି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ , ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ଓ ତହସିଲଦାର ପ୍ରଶାନ୍ତ କୁମାର ସାମନ୍ତରାୟ ।