ଆସ୍କା,୦୭/୦୪(ପିପିଟି): ଆସ୍କା ଏନ୍ଏସିର ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ଜୟନ୍ତୀ ବିଶୋଇ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଉପାଧ୍ୟକ୍ଷା ନିର୍ବାଚିତ ହେବା ପରେ ଶ୍ରୀମତି ବିଶୋଇ ଆସ୍କା ସାଧାରଣ ଜନତା, ୱାର୍ଡ଼ ମେମ୍ବର, ବିଜେଡିର କର୍ମକର୍ତ୍ତା ସମେତ ସ୍ଥାନୀୟ ବିଧାୟକ ମଞ୍ଜୁଳା ସ୍ବାଇଁ,ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ବାଇଁଙ୍କୁ କୃତଜ୍ଞତା ଜଣାଇଛନ୍ତି।