ଆସିକା ସାଂସଦ ଓ ବିଧାୟକ ମାଗଣା ରନ୍ଧନ ଖାଦ୍ୟ ବଣ୍ଟନର ତଦାରଖ କଲେ।

ବୁଗୁଡା,୧୨/୦୬(ପିପିଟି); ପୋଲସରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ବୁଗୁଡା ମଦନମୋହନ ଛକ ଠାରେ ମାଗଣା ରନ୍ଧା ଖାଦ୍ୟ ଆଜି ୨୩ ଦିନରେ ପହଞ୍ଚିଛି। ସାଂସଦ ଆସିକା ପ୍ରମିଳା ବିଶୋଇ ଏବଂ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଉକ୍ତ ସ୍ଥାନକୁ ଯାଇ ତଦାରଖ କରିବା ସହ ଗରିବ ଓ ଶ୍ରମିକମାନଙ୍କୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି।

Comments (0)
Add Comment