ଆସିକା ରିଷିପୁର ଠାରେ ଏକ ନୂତନ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ବିଧାୟୀକା ମଞ୍ଜୁଳା ସ୍ବାଇଁ ଯୋଗଦେବା ସହ ଏହାର ଶୁଭାରମ୍ଭ କରିଥିଲେ ।

Comments (0)
Add Comment