ଆରୁହା କଳାପଥର ଖଦାନରେ ପୋଲିସ ପ୍ରଶାସନର ଅତର୍କିତ ଚଢ଼ାଉ, ୧୧ଟି ଗାଡି ସହ ମେସିନ ଜବତ ।

ଯାଜପୁର,୨୨/୦୫(ପିପିଟି) : ଆକ୍ସନ ମୋଡ଼ରେ ଯାଜପୁର ଜିଲ୍ଲା ପୋଲିସ ପ୍ରଶାସନ। ଧର୍ମଶାଳା ତହସିଲ ଅଧିନ ଆରୁହା କଳାପଥର ଖାଦାନରେ ଅତର୍କିତ ଚଢ଼ାଉ। ଆଜି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଜାରି ହୋଇଥିବା ବେଳେ ଏହାକୁ ଭ୍ରୁକ୍ଷେପ ନକରି ମାଫିଆ ମାନେ କଳାପଥର ଲୁଟ କରୁଥିଲେ। ଖବର ପାଇ ଯାଜପୁରରୋଡ଼ ଏସଡ଼ିପିଓ ଚିନ୍ମୟ କୁମାର ନାୟକଙ୍କ ନେତୃତ୍ୱରେ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ଓ ପୋଲିସ କର୍ମଚାରୀ ସଦଳବଳ ଚଢ଼ାଉ କରିଥିଲେ।

Comments (0)
Add Comment