ଆମ ପୋଲିସ ସମିତି ତରଫରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ।

ବୁଗୁଡା,୨୪/୦୩(ପିପିଟି); ବୁଗୁଡା ଥାନା ଠାରେ ଆମ ପୋଲିସ ସମିତି ତରଫରୁ “ମେଗା ରକ୍ତଦାନ ଶିବିର” ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି। ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ,ଏସଡିପିଓ ଭଞ୍ଜନଗର, ଥାନା ଅଧିକାରୀ,ମେଡିକାଲ କର୍ମଚାରୀ ଓ ସ୍ବେଛାସେବୀ ମାନେ ଉପସ୍ଥିତ ଥିଲେ। ୪୦୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

Comments (0)
Add Comment