ପୋଲସରା,୦୭/୦୨(ପିପିଟି):ପୋଲସରା ଷ୍ଟେଟ୍ ବ୍ୟାଙ୍କ୍ ଛକ ନିକଟରେ ଗୌରୀ ଶଙ୍କର ମିଶ୍ର ସ୍ମାରକୀ ଆନ୍ତଃଜିଲ୍ଲା ଭଲିବଲ୍ ଟୁର୍ଣ୍ଣlମେଣ୍ଟର ଉଦଯାପନ ଦିବସ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେବା ସହ ଉଭୟ ଦଳର ଖେଳାଳୀଙ୍କୁ ଟ୍ରଫି ପ୍ରଦାନ କରିଛନ୍ତି।