ଆଦିବାସୀ ପିଲାଙ୍କ ସହ ସ୍ୱାଧୀନତ ଦିବସ ପାଳନ କଲେ ଧର୍ମଶାଳା ତହସିଲଦାର ।

ଯାଜପୁର,୧୫/୦୮(ପିପିଟି); ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବୁରୁସାହି ଠାରେ ଆଦିବାସୀ ପିଲାଙ୍କ ସହ ସ୍ୱାଧୀନତା ଦିବସ ପାଳନ କରିବା ସହିତ ପିଲାମାନଙ୍କୁ ମିଠା ଓ ଜାତୀୟ ପତାକା ବଣ୍ଟନ କରିଛନ୍ତି ତହସିଲଦାର ସରୋଜ କୁମାର ପଣ୍ଡା ।

Comments (0)
Add Comment