କେନ୍ଦ୍ରାପଡା,୦୨/୧୧(ପିପିଟି); ଆଜି କେନ୍ଦ୍ରାପଡା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ କରନା ପରୀକ୍ଷଣ ଅନୁଷ୍ଠିତ ହୋଇଯାଇଛି।ଏଥରେ ବହୁ ଗାଡି ଚାଳକ, ଏବଂ କାର୍ଯ୍ୟାଳୟକୁ ଆସିଥିବା ଲୋକମାଙ୍କର ମାଗଣା କରନା ପରୀକ୍ଷା କରାଯିବ ସହିତ କରନା ସଚେତନତା କରାଯାଇଥିଲା ।କାର୍ଯ୍ୟାଳୟର ଅଧିକାରୀ ନିଖିଲ କୁମାର ପଟ୍ଟନାୟକ ଏବଂ ଅନ୍ୟନ ଅଧିକାରୀ ଏହି ଗାଡି ଚାଳକ ମାନଙ୍କ କରନା ପରୀକ୍ଷା ପରେ ଡ୍ରାଇଭିଂ ଟେଷ୍ଟିଙ୍ଗ୍ କରାଯାଇଥିଲା ।
(ରିପୋର୍ଟ-ରବୀନ୍ଦ୍ର କୁମାର ପାତ୍ର ।)