ଭୁବନେଶ୍ବର,୩୧/୧୦: ବରିଷ୍ଠ ୫ଜଣ ଆଇପିଏସ ମଧ୍ଯରେ ଅଦଳବଦଳ କରିଛନ୍ତି ରାଜ୍ଯ ସରକାର। ଗୃହ ବିଭାଗ ଦ୍ବରା ଜାରି ସଦ୍ଯ ନୋଟିଫିକେସନ ଅନୁସାରେ ଏମ୍ ଏମ୍ ପ୍ରସାଦ ହେଲେ ଜେଲ୍ ଡିଜି,ଅରୁଣ କୁମାର ରାୟ ହେଲେ ପ୍ରିଣ୍ଟିଙ୍ଗ ପ୍ରେସ ନିର୍ଦ୍ଦେଶକ, ଲଳିତ ଦାସ ହେଲେ ଏଚଆରପିସି ଅତିରିକ୍ତ ଡିଜିପି,ବ୍ରିଜେଶ ରାୟ ହେଲେ ଅତିରିକ୍ତ ପୋଲିସ କମିଶନର ଏବଂ ଉମାଶଙ୍କର ଦାସଙ୍କୁ SIW ଡିଆଇଜି ଦାୟିତ୍ବ ଦିଆଯାଇଛି।