ଅରଖପୁର,ବାଲିପଦର ଓ ପାଙ୍ଗିଡି ପଞ୍ଚାୟତରେ ବିଧାୟକଙ୍କ ସଚେତନ କାର୍ଯ୍ୟକ୍ରମ।

ବୁଗୁଡା,୦୯/୦୬(ପିପିଟି); ବୁଗୁଡା ବ୍ଲକ ଅନ୍ତର୍ଗତ ଅରଖପୁର, ବାଲିପଦର ଓ ପାଙ୍ଗିଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ପହଞ୍ଚି ଲୋକମାନଙ୍କୁ କରୋନା ର ଭୟାଭୟ ଉପରେ ସଚେତନତା କରାଇବା ସହ ମାସ୍କ ବଣ୍ଟନ କରିଛନ୍ତି ଏବଂ ବାହାଘର ଭୋଜି ବନ୍ଦ,ସାମାଜିକ ଦୂରତ୍ୱ ଓ ଠିକ ଭାବେ ମାସ୍କ ପିନ୍ଧିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ବୁଗୁଡା ବିଡିଓ,ତହସିଲଦାର,ସିଡିପିଓ ଓ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Comments (0)
Add Comment