ଅଧିକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶଂସା।

ଯାଜପୁର,୨୦/୧୦(ପିପିଟି): ପୁର୍ତ୍ତ ବିଭାଗ କଟକ ସର୍କଲର ଅଧିକ୍ଷଣ ଯନ୍ତ୍ରୀ ତାରାପ୍ରସାଦ ମିଶ୍ର ଓ ଯାଜପୁର ପୁର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକଙ୍କ ମିଳିତ ତଦାରଖ ରେ ଜିଲ୍ଲାର ବିଭିନ୍ନ ଉର୍ଣ୍ଣୟନ କାର୍ଯ୍ୟର ଅଗ୍ରଗତି ହେଉଛି । ସେମାନଙ୍କ କାର୍ଯ୍ୟଶୈଳୀକୁ ନେଇ ସାଧାରଣରେ ପ୍ରଶଂସା।

Comments (0)
Add Comment