ଯାଜପୁର,୦୭/୧୦(ପିପିଟି): ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ବାଲିଅନ୍ତା ତାହସିଲକୁ ବଦଳି ପରେ ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି ତହସିଲଦାର ଚାର୍ଜ ନେଇଛନ୍ତି । ମୋ ଯେଉଁ ଦାୟିତ୍ୱ ଜିଲ୍ଲାପ୍ରଶାସନ ଦେଇଛନ୍ତି ମୁଁ ସୁଚାରରୁପେ ତୁଲାଇବି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।