ଅଗ୍ନିଶମ ଦ୍ଵାରା ଲେଟିନ କୁଣ୍ଡରୁ ଷଣ୍ଢ ଉଦ୍ଧାର ।

ଭଞ୍ଜନଗର,୦୩/୦୯(ପିପିଟି),ଭଞ୍ଜନଗର ନିକଟ ବାଉଁଶଲୁଣ୍ଡି ବିବେକା ନନ୍ଦ ମାର୍ଗ ,ବା ନଡ଼ିଆ ବଗିଚା ସାହିର ଏକ ପୁରୁଣା ଅଵ୍ୟହୃତ ଲେଟିନ ପାଣି ଭର୍ତ୍ତି କୁଣ୍ଡରେ ଗୋଟିଏ ଷଣ୍ଢ ଆଜି ଗଲିପଡିଥିଲା, ସାହି ଲୋକଙ୍କ ଆନୁରୋଧ କ୍ରମେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଆସି ଷଣ୍ଡଟିକୁ ସନ୍ଧ୍ୟାରେ ଉଦ୍ଧାର କଲେ । ଅଗ୍ନିଶମ ବାହିନୀ ଆସି ଷଣ୍ଡକୁ ବିପଦରୁ ଉଦ୍ଧାର କରିଥିବାରୁ ସାହି ଲୋକ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଧନ୍ୟବାଦ ଦେଲେ । ଷଣ୍ଢଟି ସୁସ୍ଥ ଥିବା ଜଣାପଡିଛି ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment