ହିତାଧିକାରୀ ଆବାସ ଯୋଜନାରେ ଦୁର୍ନୀତି ।

ଦିଗପହଣ୍ଡି ,(ପିପିଟି)୦୩/୦୫ , ଆବାସ ଯୋଜନା ଚୟନ ତାଲିକାରେ ପୂର୍ବତନ ସରପଞ୍ଚଙ୍କ ନାମ ଅଛି ବି ତୁରୁବୁବୁଡି ପଞ୍ଚାୟତର ପୂର୍ବତନ ମହିଳା ସରପଞ୍ଚ କେ. ଉର୍ବଶୀ ରେଡି ସ୍ୱାମୀ କେ. ସଂଜୀବ ରେଡିଙ୍କର ଦୁଇ ମୋହଲା କୋଠା ଘର ଥିବା ସତ୍ତ୍ବେ ତାଙ୍କ ନାମକୁ ହିତାଧିକାରୀ ତାଲିକା ରେ ଅନ୍ତର୍ଭୁକ୍ତ କରାଯାଇଛି l ବ୍ଲକ୍ ତରଫରୁ ପ୍ରକାଶିତ ଆବାସ ଯୋଜନା ତାଲିକାର କ୍ରମିକ ନଂ ୧୧୪ ରେ ଉକ୍ତ ବ୍ୟକ୍ତିର ନାମ ରହିଥିବା ଦେଖିବାକୁ ମିଳିଛି ।
ରିପୋର୍ଟ – ସନ୍ତୋଷ ରେଡ୍ଡି ।

Comments (0)
Add Comment