ଶ୍ଯାମା ପୂଜା କମିଟି ପକ୍ଷରୁ ସାନିଟାରାଇଜ୍ ଓ ସାବୁନ ବଣ୍ଟନ ।

ଯାଜପୁର,(ପିପିଟି)୦୨/୦୫ ,ଯାଜପୁର ଟାଉନ୍ ନାରାୟଣ ଛକ ଠାରେ ଶ୍ଯାମା ପୂଜା କମିଟି ପକ୍ଷରୁ ଭବ ପ୍ରସାଦ ଦାସଙ୍କ ନେତୃତ୍ବରେ ସାନିଟାରାଇଜ୍ ଓ ସାବୁନ ବଣ୍ଟନ କରାଯାଇଛି ।
ରିପୋର୍ଟ – ଦେବ କୁମାର ।

Comments (0)
Add Comment