ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୬୨୯ ।

ଭୁବନେଶ୍ବର ୨୭/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୬୨୯ । ପଜିଟିଭ ସଂଖ୍ୟା ୯,୭୦,୮୧୪ ଚିହ୍ନଟ ହୋଇଛନ୍ତି ୯,୪୭,୩୮୧ ଜଣ ସୁସ୍ଥ ହୋଇଥିବା ବେଳେ ୧୭,୭୪୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୫୬୩୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୮,୧୧୦ ସୁସ୍ଥ ସଂଖ୍ୟା ୧,୪୨,୪୧୦ ଚିକିତ୍ସିତ ସଂଖ୍ୟା ୪,୫୮୩, ମୃତ ସଂଖ୍ୟା ୧୧୦୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୫,୬୮୪ ସୁସ୍ଥ ସଂଖ୍ୟା ୮୩,୦୯୩ ଚିକିତ୍ସିତ ସଂଖ୍ୟା ୨,୨୬୬, ମୃତ ସଂଖ୍ୟା ୩୨୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୩୯୨ ସୁସ୍ଥ ସଂଖ୍ୟା ୩୨,୮୬୪ ଚିକିତ୍ସିତ ସଂଖ୍ୟା ୯୨, ମୃତ ସଂଖ୍ୟା ୪୨୮, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୬୦୮ ସୁସ୍ଥ ସଂଖ୍ୟା ୫୯,୭୧୯ ଚିକିତ୍ସିତ ସଂଖ୍ୟା ୩୯୨ ,ମୃତ ସଂଖ୍ୟା ୪୯୩,ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୪୪୧ ସୁସ୍ଥ ସଂଖ୍ୟା ୧୧,୨୫୩ ଚିକିତ୍ସିତ ସଂଖ୍ୟା ୧୪୧ ,ମୃତ ସଂଖ୍ୟା ୪୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment