ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୯୯୩ ।

ଭୁବନେଶ୍ବର ୧୨/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୨୮୨ । ପଜିଟିଭ ସଂଖ୍ୟା ୯,୪୧,୭୪୫ ଚିହ୍ନଟ ହୋଇଛନ୍ତି ୯,୧୨,୪୬୩ ଜଣ ସୁସ୍ଥ ହୋଇଥିବା ବେଳେ ୨୫,୫୬୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୬୬୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୧,୨୧୭ ସୁସ୍ଥ ସଂଖ୍ୟା ୧,୩୫,୫୯୭ ଚିକିତ୍ସିତ ସଂଖ୍ୟା ୪,୮୪୧, ମୃତ ସଂଖ୍ୟା ୭୬୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୧,୬୮୧ ସୁସ୍ଥ ସଂଖ୍ୟା ୭୭,୬୭୯ ଚିକିତ୍ସିତ ସଂଖ୍ୟା ୩,୬୯୦, ମୃତ ସଂଖ୍ୟା ୩୦୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୨୩୪ ସୁସ୍ଥ ସଂଖ୍ୟା ୩୨,୭୪୯ ଚିକିତ୍ସିତ ସଂଖ୍ୟା ୧୦୮, ମୃତ ସଂଖ୍ୟା ୩୮୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୯,୮୫୪ ସୁସ୍ଥ ସଂଖ୍ୟା ୫୮,୮୧୪ ଚିକିତ୍ସିତ ସଂଖ୍ୟା ୬୩୮ ,ମୃତ ସଂଖ୍ୟା ୩୯୮, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୧୨୧ ସୁସ୍ଥ ସଂଖ୍ୟା ୧୦,୭୩୯ ଚିକିତ୍ସିତ ସଂଖ୍ୟା ୩୩୯ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment