ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୩୩୪।

ଭୁବନେଶ୍ବର ୧୦/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୩୩୪ । ପଜିଟିଭ ସଂଖ୍ୟା ୯,୩୭,୪୭୦ ଚିହ୍ନଟ ହୋଇଛନ୍ତି ୯,୦୬,୫୧୯ ଜଣ ସୁସ୍ଥ ହୋଇଥିବା ବେଳେ ୨୬,୩୬୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୫୩୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୦,୩୦୩ ସୁସ୍ଥ ସଂଖ୍ୟା ୧,୩୪,୬୫୯ ଚିକିତ୍ସିତ ସଂଖ୍ୟା ୫,୮୯୨, ମୃତ ସଂଖ୍ୟା ୭୪୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୧,୦୯୫ ସୁସ୍ଥ ସଂଖ୍ୟା ୭୬,୬୮୬ ଚିକିତ୍ସିତ ସଂଖ୍ୟା ୪,୦୯୮, ମୃତ ସଂଖ୍ୟା ୩୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୨୦୪ ସୁସ୍ଥ ସଂଖ୍ୟା ୩୨,୭୧୯ ଚିକିତ୍ସିତ ସଂଖ୍ୟା ୧୦୧, ମୃତ ସଂଖ୍ୟା ୩୭୬, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୯,୭୧୨ ସୁସ୍ଥ ସଂଖ୍ୟା ୫୮,୭୦୦ ଚିକିତ୍ସିତ ସଂଖ୍ୟା ୬୧୩ ,ମୃତ ସଂଖ୍ୟା ୩୯୫,ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୦୪୭ ସୁସ୍ଥ ସଂଖ୍ୟା ୧୦,୬୦୬ ଚିକିତ୍ସିତ ସଂଖ୍ୟା ୩୯୮ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment