ଭୁବନେଶ୍ବର ୨୮/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୩୧୯ । ପଜିଟିଭ ସଂଖ୍ୟା ୯,୦୩,୭୮୯ ଚିହ୍ନଟ ହୋଇଛନ୍ତି ୮,୬୭,୪୦୨ ଜଣ ସୁସ୍ଥ ହୋଇଥିବା ବେଳେ ୩୨,୪୦୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୯୩୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୩୪,୬୬୪ ସୁସ୍ଥ ସଂଖ୍ୟା ୧,୨୮,୭୩୮ ଚିକିତ୍ସିତ ସଂଖ୍ୟା ୫,୨୮୩, ମୃତ ସଂଖ୍ୟା ୬୩୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୫,୯୧୮ ସୁସ୍ଥ ସଂଖ୍ୟା ୭୧,୫୭୧ ଚିକିତ୍ସିତ ସଂଖ୍ୟା ୪୦୬୮, ମୃତ ସଂଖ୍ୟା ୨୭୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୦୦୮ ସୁସ୍ଥ ସଂଖ୍ୟା ୩୨,୫୨୮ ଚିକିତ୍ସିତ ସଂଖ୍ୟା ୧୪୨ , ମୃତ ସଂଖ୍ୟା ୩୩୦, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୮,୯୮୯ ସୁସ୍ଥ ସଂଖ୍ୟା ୫୭,୯୮୧ ଚିକିତ୍ସିତ ସଂଖ୍ୟା ୬୫୫ ,ମୃତ ସଂଖ୍ୟା ୩୪୯ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୪୦୬ ସୁସ୍ଥ ସଂଖ୍ୟା ୯,୭୭୯ ଚିକିତ୍ସିତ ସଂଖ୍ୟା ୫୮୪ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।