ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୬୭୯।

ଭୁବନେଶ୍ବର ୦୯/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୬୭୯ ପଜିଟିଭ ସଂଖ୍ୟା ୧୦,୬୬,୧୫୫ ଚିହ୍ନଟ ହୋଇଛନ୍ତି ୧୦,୪୫,୯୭୧ ଜଣ ସୁସ୍ଥ ହୋଇଥିବା ବେଳେ ୧୧,୬୬୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୬୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୫,୭୧୪ ସୁସ୍ଥ ସଂଖ୍ୟା ୧,୭୯,୯୫୯ ଚିକିତ୍ସିତ ସଂଖ୍ୟା ୪୧୩୭, ମୃତ ସଂଖ୍ୟା ୧୬୦୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୬,୫୧୭, ସୁସ୍ଥ ସଂଖ୍ୟା ୯୪,୭୧୨ ଚିକିତ୍ସିତ ସଂଖ୍ୟା ୯୪୧, ମୃତ ସଂଖ୍ୟା ୮୬୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୪,୧୨୫ ସୁସ୍ଥ ସଂଖ୍ୟା ୩୩,୪୯୬ ଚିକିତ୍ସିତ ସଂଖ୍ୟା ୧୩୮ ମୃତ ସଂଖ୍ୟା ୪୮୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୪,୦୨୭ ସୁସ୍ଥ ସଂଖ୍ୟା ୬୧,୮୩୯ ଚିକିତ୍ସିତ ସଂଖ୍ୟା ୧୫୯୩, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment