ଭୁବନେଶ୍ବର ୩୧/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୨୮ ପଜିଟିଭ ସଂଖ୍ୟା ୧୦,୫୪,୮୩୪ ଚିହ୍ନଟ ହୋଇଛନ୍ତି ୧୦,୪୪,୫୯୪ ଜଣ ସୁସ୍ଥ ହୋଇଥିବା ବେଳେ ୧,୭୨୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୬୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୧,୭୩୦ ସୁସ୍ଥ ସଂଖ୍ୟା ୧,୭୯,୩୭୩ ଚିକିତ୍ସିତ ସଂଖ୍ୟା ୭୪୪, ମୃତ ସଂଖ୍ୟା ୧୬୦୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୫୮୩, ସୁସ୍ଥ ସଂଖ୍ୟା ୯୪,୬୨୦ ଚିକିତ୍ସିତ ସଂଖ୍ୟା ୧୦୧, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୯୨ ସୁସ୍ଥ ସଂଖ୍ୟା ୩୩,୪୭୯ ଚିକିତ୍ସିତ ସଂଖ୍ୟା ୨୨ ମୃତ ସଂଖ୍ୟା ୪୮୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୪୦୬ ସୁସ୍ଥ ସଂଖ୍ୟା ୬୧,୭୪୧ ଚିକିତ୍ସିତ ସଂଖ୍ୟା ୬୯, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।