ଭୁବନେଶ୍ବର ୩୧/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୮୮। ପଜିଟିଭ ସଂଖ୍ୟା ୧୦,୪୧,୪୫୭ ଚିହ୍ନଟ ହୋଇଛନ୍ତି ୧୦,୨୮,୬୯୭ ଜଣ ସୁସ୍ଥ ହୋଇଥିବା ବେଳେ ୪,୩୭୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୩୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୫,୩୩୫ ସୁସ୍ଥ ସଂଖ୍ୟା ୧,୭୧,୬୯୫ ଚିକିତ୍ସିତ ସଂଖ୍ୟା ୨,୦୮୮, ମୃତ ସଂଖ୍ୟା ୧୫୪୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୬୩୧, ସୁସ୍ଥ ସଂଖ୍ୟା ୯୩,୩୭୫ ଚିକିତ୍ସିତ ସଂଖ୍ୟା ୩୯୯, ମୃତ ସଂଖ୍ୟା ୮୫୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୪୯ ସୁସ୍ଥ ସଂଖ୍ୟା ୩୩,୩୩୭ ଚିକିତ୍ସିତ ସଂଖ୍ୟା ୨୪ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୮୪୧ ସୁସ୍ଥ ସଂଖ୍ୟା ୬୧,୧୫୯ ଚିକିତ୍ସିତ ସଂଖ୍ୟା ୮୮ ,ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।