ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୫୬।

ଭୁବନେଶ୍ବର ୧୯/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୫୬। ପଜିଟିଭ ସଂଖ୍ୟା ୧୦,୩୫,୯୭୩ ଚିହ୍ନଟ ହୋଇଛନ୍ତି ୧୦,୨୨,୭୮୦ ଜଣ ସୁସ୍ଥ ହୋଇଥିବା ବେଳେ ୪,୮୪୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୯୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୨,୬୮୨ ସୁସ୍ଥ ସଂଖ୍ୟା ୧,୬୮,୬୬୧ ଚିକିତ୍ସିତ ସଂଖ୍ୟା ୨,୪୮୨, ମୃତ ସଂଖ୍ୟା ୧୫୨୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୦୯୯, ସୁସ୍ଥ ସଂଖ୍ୟା ୯୨,୮୦୧ ଚିକିତ୍ସିତ ସଂଖ୍ୟା ୪୪୩, ମୃତ ସଂଖ୍ୟା ୮୫୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୧୮ ସୁସ୍ଥ ସଂଖ୍ୟା ୩୩,୩୦୫ ଚିକିତ୍ସିତ ସଂଖ୍ୟା ୨୮ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୭୨୬ ସୁସ୍ଥ ସଂଖ୍ୟା ୬୧,୦୩୬ ଚିକିତ୍ସିତ ସଂଖ୍ୟା ୯୭ ,ମୃତ ସଂଖ୍ୟା ୫୮୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment