ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୦୨ ।

ଭୁବନେଶ୍ବର ୨୫/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୦୨। ପଜିଟିଭ ସଂଖ୍ୟା ୧୦,୨୩,୭୩୫ ଚିହ୍ନଟ ହୋଇଛନ୍ତି ୧୦,୦୯,୫୮୨ ଜଣ ସୁସ୍ଥ ହୋଇଥିବା ବେଳେ ୫,୮୩୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୭୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୬,୯୮୩ ସୁସ୍ଥ ସଂଖ୍ୟା ୧,୬୨,୮୧୩ ଚିକିତ୍ସିତ ସଂଖ୍ୟା ୨,୬୬୮, ମୃତ ସଂଖ୍ୟା ୧୪୯୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୨,୭୧୩, ସୁସ୍ଥ ସଂଖ୍ୟା ୯୧,୨୧୧ ଚିକିତ୍ସିତ ସଂଖ୍ୟା ୬୬୪, ମୃତ ସଂଖ୍ୟା ୮୩୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୩୪ ସୁସ୍ଥ ସଂଖ୍ୟା ୩୩,୨୧୨ ଚିକିତ୍ସିତ ସଂଖ୍ୟା ୪୧ ମୃତ ସଂଖ୍ୟା ୪୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୫୧୨ ସୁସ୍ଥ ସଂଖ୍ୟା ୬୦,୮୪୦ ଚିକିତ୍ସିତ ସଂଖ୍ୟା ୯୨ ,ମୃତ ସଂଖ୍ୟା ୫୭୬, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୫୦ ସୁସ୍ଥ ସଂଖ୍ୟା ୧୧,୫୮୦ ଚିକିତ୍ସିତ ସଂଖ୍ୟା ୨୧,ମୃତ ସଂଖ୍ୟା ୪୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment