ରତ୍ନ ପଥର ଜବତ,ମାମଲା ରୁଜୁ ।

କଳାହାଣ୍ଡି,୧୩/୦୭(ପିପିଟି); କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ପଲାସ ଗ୍ରାମରେ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍ ଓ ଜୁନାଗଡ଼ ପୋଲିସ ରବିବାର ସନ୍ଧ୍ୟାରେ ଚଢ଼ାଉକରି ୩ କୁଇଣ୍ଟାଲ ୨ କିଗ୍ରା ରତ୍ନ ପଥର ( ରୁବି ଓ ପାନ୍ନା ) ଜବତ କରିଛି । ଏଥିରେ ସମ୍ପୃକ୍ତ ଗ୍ରାମର ସୁଜିତ ମେହେରଙ୍କୁ ପୋଲିସ ଅଟକ ରଖୁ ପଚରାଉଚରା ଚଳାଇଛି । ଏ ନେଇ ପୋଲିସ ଏକ ମାମଲା  ନଂ . ୧୯୬ / ୨୦  ରୁଜୁ କରିଥିବା ଜୁନାଗଡ଼ ଭାରପ୍ରାପ୍ତ ଥାନାଅଧିକାରୀ ଉତ୍ତମ କୁମାର ସାହୁ ସୂଚନା ଦେଇଛନ୍ତି ।
ରିପୋର୍ଟ – ଭିଷ୍ମ ସାହୁ ।

Comments (0)
Add Comment