ଯୁବ ସମାଜସେବୀ ପ୍ରଦୀପ କରୋନା ଯୋଦ୍ଧା ଭାବେ ସମ୍ମାନିତ ।

ଯାଜପୁର,୨୩/୦୬(ପିପିଟି) : ଇଷ୍ଟାର ଓଡ଼ିଆ ୱେବ ନିୟୁଜ ଚାନେଲ ପକ୍ଷରୁ ଭରଚୁଆଲ ମାଧ୍ୟମରେ ଯାଜପୁର ଜିଲ୍ଲା ଦାନଗଦି ଯୁବ ସମଜସେବୀ ପ୍ରଦୀପ କୁମାର ମହାନ୍ତିଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି ।

Comments (0)
Add Comment