ମୃତକଙ୍କ ପରିବାରକୁ ପୋଲସରା ବିଧାୟକଙ୍କ ଆର୍ଥିକ ସହାୟତା ।

ପୋଲସରା,(ପିପିଟି)୦୯/୦୫,ପୋଲସରା ବ୍ଲକ ମଧୁପଲ୍ଲୀ ଗ୍ରାମର ପ୍ରଫୁଲ୍ଲ କୁମାର ବେହେରା ଗତ କାଲି ଢୁଙ୍କାପଡା କ୍ୱାରେଣ୍ଟାଇନ ସେଣ୍ଟର ରେ ମୃତ୍ୟୁବରଣ କରିଥିଲେ।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମଧୁପଲ୍ଲୀ ଗ୍ରାମକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଓ ସରକାରୀ ସହାୟତା ଯୋଗାଇଦେବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Comments (0)
Add Comment