ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଭିନ୍ନକ୍ଷମ ଯୁବକଙ୍କ ସହାୟତା ।

କୁକୁଡାଖଣ୍ଡି,(ପିପିଟି ନ୍ଯୁଜ୍)୦୩/୦୪-କୋଭିଡ୍ -୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୁକୁଡାଖଣ୍ଡିର ଭିନ୍ନକ୍ଷମ କେ.ମଣି ବାବୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।ସେ ବ୍ଯାଙ୍କ ଡିମାଣ୍ଡ ଡ୍ରାଫ୍ଟ କରି ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କୁ ସାକ୍ଷାତ୍ କରି ପ୍ରଦାନ କରିଛନ୍ତି ।କେ .ମଣି ବାବୁଙ୍କ କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି ।

Comments (0)
Add Comment