ମରଣଯନ୍ତାରେ ଜରିପଡା ଠାରୁ ଗଡଖଲ ରାସ୍ତା ।

ବୋଲଗଡ,୦୪/୦୯(ପିପିଟି); ବୋଲଗଡବ୍ଲକ୍ ର ଜରିପଡା ଠାରୁ ଗଡଖଲ ପର୍ଯ୍ୟନ୍ତ ମାତ୍ର ତିନି କିଲୋମିଟର ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି ଉକ୍ତ ରାସ୍ତାଟି ବୋଲଗଡବ୍ଲକ୍ ଓ ଭାପୁର ବ୍ଲକର ସଙ୍ଗମସ୍ଥଳ ହୋଇଥିବାରୁ କାହାରି ଦୃଷ୍ଟିପଡୁ ନାହିଁ ଫଳରେ ବର୍ଷସାରା ତିନି କି.ମି. ରାସ୍ତା ପରିବର୍ତ୍ତେ ପନ୍ଦର କି.ମି. ରାସ୍ତା ଅତିକ୍ରମ କରି ଯିବାକୁପଡେ,ଭାପୁର ଡାକ୍ତର ଖାନା କିମ୍ବା ବାଙ୍କୋଇ ଡାକ୍ତରଖାନାକୁ ଯିବାପାଇଁ ରୋଗି ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି ।ଏଣୁ ରାଜ୍ୟରେ5t ପୋଗ୍ରାମ ଚାଲିଥିଲାବେଳେ ଉକ୍ତରାସ୍ତାକୁ ଶୀଘ୍ର ନିର୍ମାଣ କରିବାକୁ ଜନସାଧାରଣରେ ଦାବିହୋଇଛି । ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।

Comments (0)
Add Comment