ମଧ୍ୟ ରାତିରେ ଅଟକିଥିବା ପ୍ରବାସୀ ଓଡିଆଙ୍କୁ ଖାଦ୍ୟ ଯୋଗାଇଲେ ସ୍ବେଚ୍ଛାସେବୀ ସଂଗଠନ ।

ହିଞ୍ଜଳିକାଟୁ,(ପିପିଟି ନ୍ଯୁଜ୍)୩୦/୦୫,ଶୁକ୍ରବାର ବିଳମ୍ବିତ ରାତ୍ରୀରେ ରାଜକୋଟରୁ ଓଡିଶା ଆସିଥିବା ପ୍ରବାସୀ ଓଡ଼ିଆଙ୍କ ବସ ଗଞ୍ଜାମ ଜିଲ୍ଲାର ସିକିରି ଗ୍ରାମରେ  ଖରାପ ହୋଇଥିଲା ସେମାନଙ୍କୁ ସିକିରୀ ଗ୍ରାମର ସ୍ଵେଚଛାସେବୀ ମାନଙ୍କ ଦ୍ଵାରା ରନ୍ଧା ଖାଦ୍ୟ ସହ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା ।ପ୍ରାୟ ୨୫ ଜଣଙ୍କ ପାଇଁ ରନ୍ଧା ଖାଦ୍ୟର ସୁ ବନ୍ଦୋବସ୍ତ  ହେଇଥିଲା ।ପ୍ରବାସୀ ଓଡିଆ ମାନେ ଶିକିରି ସ୍ବେଚ୍ଛାସେବୀର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣଇଛନ୍ତି।
ରିପୋର୍ଟ – ବିକାଶ କୁମାର ମହାପାତ୍ର ।

Comments (0)
Add Comment