ମଦ ଜବତ, ୩ଜଣ ଗିରଫ ।

ଶେରଗଡ଼,(ପିପିଟି ନ୍ଯୁଜ୍)୭/୪ କରୋନ ସମସ୍ତେ ନାକଦମ।ସୋମବାର ଦିପହର ରେ ତହସିଲଦାର ଡ଼. ଦୟାସିନ୍ଧୁ ପରିଡ଼ା ଓ ପୋଲିସ ଏଏସଆଇ ବିଷ୍ଣୁ ପ୍ରସାଦ ଦାସ ମିଳିତ ଚଢ଼ାଉ ରେ ଧନନ୍ତର ଗ୍ରାମରେ ବେଆଇନ ମଦ ବିକ୍ରି କରୁଥିବାରେ ଜଣଙ୍କୁ ଗିରଫ କରାଯାଇଛି।ସେ ହେଲେ ଉକ୍ତ ଗ୍ରାମର ପ୍ରଫୁଲ୍ଲ ସାହୁ।ତାଙ୍କ ନିକଟରୁ୧୦୦ ପ୍ୟାକେଟ ମଦ ଜବତ କରାଯାଇଛି। ସେହିପରି ଗୋଠଗାଁ ରେ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ଚଢାଉ କରି ମଦ ପିଉଚ୍ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

Comments (0)
Add Comment