ବିଶ୍ବ ପରିବେଶ ଦିବସରେ ଶିକ୍ଷାନୁଷ୍ଠାନକୁ ପୁରସ୍କାର ।

ବିଶ୍ବ ପରିବେଶ ଦିବସରେ ଶିକ୍ଷାନୁଷ୍ଠାନକୁ ପୁରସ୍କାର ।

ଜଗନ୍ନାଥ ପ୍ରସାଦ, ତା -୨୫/୦୬, ଗୁରୁବାର ଦିନ ଜଙ୍ଗଲ ଓ ପରିବେଶ ବିଭାଗ ରାଜ୍ୟ ସରକାର ଓଡିଶା  ବିଶ୍ୱ ପରିବେଶ ଦିବସ ୨୦୨୦ ଉପଲକ୍ଷେ ଭଞ୍ଜନଗର ସବଡ଼ିଭିଜନ, ଭଞ୍ଜନଗର ଗଞ୍ଜାମର ବୃକ୍ଷ ରୋପଣ ନିମନ୍ତେ ଵେଷ୍ଟ ଶିକ୍ଷା ଅନୁଷ୍ଠାନ ରୂପେ ଧରଣୀ ଧର ଉଚ୍ଚ ବିଦ୍ୟାଳୟ, ବରଗାଁ, ଗଞ୍ଜାମକୁ ୧୦,୦୦୦ ଟଙ୍କା ପୁରସ୍କାର ରାଶି ସହିତ ମାନପତ୍ର ପ୍ରଦାନ କରିଛନ୍ତି ଏହି ପୁରସ୍କାର ଧରଣୀ ଧର ଉଚ୍ଚ ବିଦ୍ୟାଳୟର କିରାଣୀ ବିଦେଶୀ ସାହୁଙ୍କୁ ଜଗନ୍ନାଥପ୍ରସାଦ ଫରେଷ୍ଟ  ସୁକାନ୍ତି ସାବତଙ୍କ ଉପସ୍ଥିତିରେ ବେଲଗୁଣ୍ଠା ଫରେଷ୍ଟ  ସୁରଭି ତ୍ରିପାଠୀ ତନରଡା ତୋଟା ପଡିଆରେ ପ୍ରଦାନ କରିଛନ୍ତି । ଧରଣୀ ଧର ଉଚ୍ଚ ବିଦ୍ୟାଳୟ ତରଫରୁ ରାଜ୍ୟ ସରକାରଙ୍କୁ ସେଥିପାଇଁ କୃତଜ୍ଞତା ।
ରିପୋର୍ଟ – ବିକାଶ କୁମାର ମହାପାତ୍ର ।

Comments (0)
Add Comment