ବିଧାୟକଙ୍କ ଦ୍ବାରା କୋଠ ଘର ଉଦ୍‌ଘାଟନ ।

ବୁଗୁଡା,୨୮/୦୬(ପିପିଟି); ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମର ନାମ ସଂକୀର୍ତ୍ତନ କୋଠଘରକୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦଘାଟନ କରିବା ସହ ହରିଜନ ସାହି କୋଠଘର ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି ଏବଂ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଜନ ପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Comments (0)
Add Comment