ବିଧାୟକଙ୍କ ଦ୍ବାରା ଆମ୍ବୁଲାନ୍ସ ଉଦ୍‌ଘାଟନ ।

ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଖଇରପୁଟ ବ୍ଲକ ପାଇଁ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି ।ଏହା ଲୋକଙ୍କ ବହୁ ଦିନର ଦାବି ପୂରଣ ହୋଇଛି ।
ଫଟୋ – ସରୋଜ କୁମାର ସାହୁ ।

Comments (0)
Add Comment