ବିଜୁ ଯୁବ ବାହିନୀ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ ।

ଶେରଗଡ,(ପିପିଟି ନ୍ଯୁଜ୍)୨୬/୦୪-ଶେରଗଡ଼ ବ୍ଲକ ଅନ୍ତର୍ଗତ ବନ୍ଧାଗୁଡା ଗ୍ରାମପଞ୍ଚାୟତର ବିଜୁ ଯୁବ ବାହିନୀ ,ଛାତ୍ର ଓ ଯୁବଗୋଷ୍ଠି ଏବଂ ସ୍ୱେଚ୍ଛାସେବୀଙ୍କ ଦ୍ଵାରା ସଂଗୃହିତ ଅର୍ଥ ରାଶି  କୋଭିଡ଼୧୯ ସକାଶେ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ  ଶେରଗଡ଼ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁରଞ୍ଜନ କୁମାର ସାହୁଙ୍କ ଜରିଆରେ ଶେରଗଡ଼ ବ୍ଲକ ବିଜେଡ଼ି ଯୁବ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ଉପସ୍ଥିତିରେ ୨୮୫୦୦ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ପ୍ରଦାନ କରିଥିଲେ ।
ରିପୋର୍ଟ – ଭିକୁ ନାୟକ ।

Comments (0)
Add Comment