ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟ ସଂଗଠକଙ୍କ ଜନ୍ମଦିନ ପାଳନ ।

ଯାଜପୁର,ତା -୦୬/୦୬, ଯାଜପୁର ଜିଲ୍ଲାର ବରିଷ୍ଠ ସାହିତ୍ୟ ସଂଗଠକ ତଥା ସାମ୍ବାଦିକ ରମାକାନ୍ତ ଜେନାଙ୍କ ୭୬ତମ ଜନ୍ମ ଦିନ ପାଳିଲେ ସାମ୍ବାଦିକ ଓ ସାହିତ୍ୟିକ ବନ୍ଧୁ ମାନେ ।

Comments (0)
Add Comment