ବଜ୍ରପାତରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟି ବିଧାୟକ ସମବେଦନା ଜଣାଇଲେ ।

ବୁଗୁଡା,(ପିପିଟି ନ୍ଯୁଜ୍)୧/୬,ବୁଗୁଡା ବ୍ଲକ ବୁରୁଝୋଳା ଗ୍ରାମର ସିମାଞ୍ଚଳ ପ୍ରଧାନ ବୟସ ୬୦ ବଜ୍ରାଘାତ ରେ ମୃତ୍ୟୁ ବରଣ କରିଛନ୍ତି।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମେଡିକାଲକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Comments (0)
Add Comment