ପୋଲସରା ବିଧାୟକ ବିଭିନ୍ନ ପଞ୍ଚାୟତକୁ ଗସ୍ତକରି କରୋନା ସହାୟତା ପରିଚାଳନା ଅନୁଧ୍ୟାନ କଲେ ।

ପୋଲସରା,(ପିପିଟି)୨୮/୦୪-ପୋଲସରା ବ୍ଲକର ମାଳତେନ୍ତୁଳିଆ,ମଧୁପଲ୍ଲୀ,ଚିରିକିପଡା ଶାସନ, ମଥୁରା, ଉସ୍ତାପଡା ,ବନ୍ଥପଲ୍ଲି ଓ ମୁକ୍ତାମାଳଦେଇପୁର ଶାସନ ଗ୍ରାମକୁ ଯାଇ ସରକାରଙ୍କ ତରଫରୁ ଦିଆଯାଉଥିବା କରୋନା ସହାୟତା ଠିକ ଭାବେ ମିଳୁଛି କି ନାହିଁ  ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି ଏବଂ ମୁକ୍ତାମାଳଦେଇପୁର ଶାସନ ଗ୍ରାମର ରବିନ୍ଦ୍ର କୁମାର ମହାପାତ୍ର କେନ୍ସର ପିଡ଼ିତାଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Comments (0)
Add Comment