ପୋଲସରାରେ ବିଶୋଧକ ସିଞ୍ଚନ କରାଗଲା ।

ପୋଲସରା,(ପିପିଟି)୧୩/୦୫, ପୋଲସରା ଏନ୍ଏସି ରେ ଥିବା ଆଞ୍ଚଳିକ ମହିଳା ମହାବିଦ୍ୟାଳୟ କୋଭିଡ୍ ୧୯ କ୍ବାରେଣ୍ଟାଇନ୍ ସେଣ୍ଟରରେ ଅଗ୍ନିଶମ ବିଭାଗ ପକ୍ଷରୁ ରାସାୟନିକ ଦ୍ରବ୍ୟ ସିଞ୍ଚନ କରାଯାଇଛି ।ଅଗ୍ନିଶମ ଅଧିକାରୀ ରୁଦ୍ର ମାଧବ ମଲ୍ଲିକ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ସୂଚନା ଦେଇଛନ୍ତି ଯେ ଏହି ଭଳି ଏନ୍ଏସି ଓ ବ୍ଲକ୍ ରେ ଥିବା ସମସ୍ତ ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ ରାସାୟନିକ ବିଶୋଧକ ସିଞ୍ଚନ ପର୍ଯ୍ୟାୟ କ୍ରମେ କରାଯିବ ।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Comments (0)
Add Comment