ପୋଲସରାରେ ଚଢା ଦରରେ ପରିବା।

ପୋଲସରା,୧୮/୧୦(ପିପିଟି):ପୋଲସରା ଅଞ୍ଚଳରେ ପରିବା ଦର ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଫୁଲ କୋବି କିଗ୍ରା ପ୍ରତି ୬୦ ଟଙ୍କା, ପିଆଜ ୩୦ ଟଙ୍କା, ବାଇଗଣ ୩୦ ଟଙ୍କା, ଟମାଟ ୬୦ ଟଙ୍କା,କଲରା ୪୦ ଟଙ୍କା, କଟକି ପୋଟଳ ୭୦ ଟଙ୍କା, କାଙ୍କଡ ୬୦ ଟଙ୍କା, ବିନ୍ସ ୮୦ ଟଙ୍କା,ଭେଣ୍ଡି ୪୦ ଟଙ୍କା,ଅଲଡି ୫୦ ଟଙ୍କା, କଞ୍ଚାକଦଳୀ ୩୦ ଟଙ୍କା,ଝଟା ୬୦ ଟଙ୍କା କିଗ୍ରା ପ୍ରତି ଦର ରହିଛି।

Comments (0)
Add Comment