ଜକର ପଞ୍ଚାୟତର ସ୍ବଂୟ ସହାୟିକା ଗୋଷ୍ଠୀ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ।

ପୋଲସରା,(ପିପିଟି ନ୍ଯୁଜ୍) -୧୩/୦୪-ପୋଲସରା ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ୩୭ ସ୍ବଂୟ ସହାୟିକା ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୪୦,୦୦୦ ଟଙ୍କା ଆର୍ଥିକ ସହାୟତା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ପ୍ରଦାନ କରିଛନ୍ତି।ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦି  ଏବଂ ସରକାରୀ କର୍ମଚାରୀ ଓ ସରପଞ୍ଚ ଉପସ୍ଥିତ ଥିଲେ ।

Comments (0)
Add Comment