ଚୋରା ପରିବହନ ଗାଡିକୁ ସାବାଡ଼ କଲେ ତହସିଲଦାର

ଯାଜପୁର,ତା-୨୧/୦୬(ପିପିଟି); ସଟ ଡାଉନ ସୁଯୋଗ ନେଇ କିଛି ମାଫିଆ ମାନେ ଗାଡ଼ିରେ ବୋଲ୍ଡର ପରିବହନ କରୁଥିଲେ ଆଜି ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ଧରି ଗାଡିକୁ ଜବତ କରିଛନ୍ତି ।

Comments (0)
Add Comment