ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୪୦, ଗଲାଣି ୬୭ ଜୀବନ ।

ବ୍ରହ୍ମପୁର ,ତା-୨୩/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୯୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା  ୧୩୭୪୯, ଚିକିତ୍ସିତ ସଂଖ୍ୟା ୭୨୦୫, ମୃତ ସଂଖ୍ୟା ୧୧୪ ଓ ଅନ୍ଯ ମୃତ ସଂଖ୍ୟା ୩୧। ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬,୯୦୨, ସୁସ୍ଥ ସଂଖ୍ୟା ୪,୦୭୬,ଚିକିତ୍ସିତ ସଂଖ୍ୟା ୨,୭୫୪ ଏବଂ ମୃତ ସଂଖ୍ୟା ୬୭ ଏବଂ ଅନ୍ୟ ମୃତ ସଂଖ୍ୟା ୦୫ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୨୬୪ ହୋଇଥିବା ବେଳେ ଗଞ୍ଜାମ  ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୪୦ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲାର ସ୍ଥିତି ବିଗୁଡିଛି ।

Comments (0)
Add Comment