ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପୋଲସରା ବ୍ଲକର କଳମ୍ବ ପଞ୍ଚାୟତ ଗସ୍ତ କରି ସମସ୍ୟା ସମ୍ପର୍କରେ ସରପଞ୍ଚଙ୍କ ସହିତ ଆଲୋଚନା କରିଛନ୍ତି ।

Comments (0)
Add Comment