ଗଜପତି ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୬୧ ।

ପାରଳାଖେମୁଣ୍ଡି,ତା-୦୩/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୨୯୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୧,୯୫୫, ଚିକିତ୍ସିତ ସଂଖ୍ୟା ୧୪,୦୯୪, ମୃତ ସଂଖ୍ୟା ୨୦୭ ଓ ଅନ୍ଯ ମୃତ ସଂଖ୍ୟା ୪୧ । ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୬୨, ସୁସ୍ଥ ସଂଖ୍ୟା ୯୪୦,ଚିକିତ୍ସିତ ସଂଖ୍ୟା ୭୦୮ ଏବଂ ମୃତ ସଂଖ୍ୟା ୧୩ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୩୮୪ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୧ ବୋଲି ଜଣାପଡିଛି ।

Comments (0)
Add Comment