ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୬୪୪ ।

ଭୁବନେଶ୍ବର ,ତା-୨୦/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୯,୮୮୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୪୧,୬୫୭, ଚିକିତ୍ସିତ ସଂଖ୍ୟା ୩୭,୪୬୯, ମୃତ ସଂଖ୍ୟା ୭୦୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୪୪ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୦,୭୮୯, ସୁସ୍ଥ ସଂଖ୍ୟା ୨୪,୦୮୯,ଚିକିତ୍ସିତ ସଂଖ୍ୟା ୬,୫୮୬ ଏବଂ ମୃତ ସଂଖ୍ୟା ୧୦୪ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୩୩୦ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୪୪ ବୋଲି ଜଣାପଡିଛି ।

Comments (0)
Add Comment