ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୬୧୫ ।

ଭୁବନେଶ୍ବର ,ତା-୦୯/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୫,୧୩୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୦୨,୧୮୫, ଚିକିତ୍ସିତ ସଂଖ୍ୟା ୩୨,୩୧୨, ମୃତ ସଂଖ୍ୟା ୫୮୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୧୫ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୩,୩୩୨, ସୁସ୍ଥ ସଂଖ୍ୟା ୧୬,୦୯୨,ଚିକିତ୍ସିତ ସଂଖ୍ୟା ୭,୧୫୦ ଏବଂ ମୃତ ସଂଖ୍ୟା ୮୦ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୭୪୮ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୧୫ ବୋଲି ଜଣାପଡିଛି ।

Comments (0)
Add Comment